ବିଶେଷ ଖବର ନିର୍ବାଚନ କମିଶନର ନିଯୁକ୍ତି କମିଟିରୁ ସିଜେଆଇ ବାଦ୍: ମୋଦି ସରକାରଙ୍କ ନୂଆ ବିଲକୁ ନେଇ କାହିଁକି ବିବାଦ? ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗୁରୁବାର ରାଜ୍ୟସଭାରେ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନର (ନିଯୁକ୍ତି ଓ କାର୍ଯ୍ୟକାଳ) ବିଲ ଆଗତ କରିଛନ୍ତି। ଏହି ବିଲକୁ…