ନିରପେକ୍ଷ ତଦନ୍ତ ଦାବି

ରଣପୁର: ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅନ୍ୟାୟ ଓ ଦୃନୀତି ଅଭିଯୋଗ କରି କିଛି କାଉନସିଲର ଓ ଉପାଧ୍ୟକ୍ଷ ସମେତ ତାଙ୍କର କିଛି ସମର୍ଥକ କାର୍ଯ୍ୟାଳୟ ସମୁଖରେ…