ନିରବଚ୍ଛିନ୍ନ ଟ୍ରେନ୍ ଚଳାଚଳ

ଭୁବନେଶ୍ଵର: ମୌସୁମୀ ସମୟରେ ନିରବଚ୍ଛିନ୍ନ ଟ୍ରେନ୍ ଚଳାଚଳକୁ ସୁନିଶ୍ଚିତ କରିବାକୁ ପୂର୍ବ ତଟ ରେଳପଥ (ଇକୋର) କୋତ୍ତଭାଲାସା-କିରନ୍ଦୁଲ (କେକେ) ରେଳ ମାର୍ଗରେ ଅନେକ ସକ୍ରିୟ ପଦକ୍ଷେପ କାର୍ଯ୍ୟକାରୀ…