ଆଜିର ଖବର ନିରାପଦ ମାତୃତ୍ୱ ପାଇଁ “ମା ଗୃହ”: ୯ ମାସ ମଧ୍ୟରେ ୬ ହଜାରରୁ ଅଧିକ ଗର୍ଭବତୀ ଓ ପ୍ରସୂତି ମା’ଙ୍କୁ ମିଳିଛି ସେବା ସୁନ୍ଦରଗଡ଼: “ପ୍ରସବର କିଛିଦିନ ଆଗରୁ ମୁଁ ଘରୁ ପୋଇଗାଁ ମା’ ଗୃହକୁ ଆସିଥିଲି। ସେଠାରେ ମୋର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିଲା। ଠିକ ସମୟରେ ସେଠାରୁ ଡାକ୍ତରଖାନା…