ନିର୍ଗୁଣ୍ଡି ଟ୍ରେନ ଦୁର୍ଘଟଣା

କଟକ: ଆଜି କଟକ ନିକଟସ୍ଥ ନିର୍ଗୁଣ୍ଡିଠାରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ସେ ହେଉଛନ୍ତି ପଶ୍ଚିମବଂଗର ଏବଂ ତାଙ୍କ ନାମ ହେଉଛି ଶୁଭଙ୍କର ରାୟ।…