ଧର୍ମ ଜୁନ 21 ରେ ନିର୍ଜଳା ଏକାଦଶୀ, ଏହା ସୋମବାରରେ ପଡୁଥିବାର ଏଥର ଶିବ ଓ ସିଦ୍ଧ ଯୋଗ ରହିଛି ଭୁବନେଶ୍ବର, ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଜ୍ୟେଷ୍ଠ ମାସର ଶୁକ୍ଲ ପକ୍ଷ ଏକାଦାଶୀକୁ ନିର୍ଜଳା ଏକାଦଶୀ କୁହାଯାଏ । ଏହା ଭୀମସେନ୍, ପାଣ୍ଡବ ବା ଭୀମ ଏକାଦାଶୀ ନାମରେ…