ଅପରାଧ ଉଗ୍ରବାଦ ବିରୋଧରେ ଦେଶବ୍ୟାପୀ ଜାରି ରହିଥିବା ସଂଘର୍ଷରେ ସୁରକ୍ଷା ବାହିନୀର ନିର୍ଣ୍ଣାୟକ ବିଜୟ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାମପନ୍ଥୀ ଉଗ୍ରବାଦ ମୁକ୍ତ ଭାରତ ପରିକଳ୍ପନା ଏବଂ ଆତଙ୍କବାଦ ବିରୋଧରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଶୂନ୍ୟ ସହନଶୀଳତା ନୀତିକୁ…