ଆଜିର ଖବର ପଶ୍ଚିମବଙ୍ଗରୁ ଆସାମ ଯାଏଁ ନିର୍ବାଚନୀ ତାତି; ୬ ଆସନରେ ଆଜି ମତଦାନ ନୂଆଦିଲ୍ଲୀ: ଆଜି ଦେଶର ୬ଟି ଆସନରେ ଚାଲିଛି ଉପନିର୍ବାଚନ। ବିଭିନ୍ନ ରାଜ୍ୟରେ ସକାଳୁ ଆରମ୍ଭ ହୋଇଛି ମତଦାନ। ଏହି ଉପନିର୍ବାଚନକୁ ନେଇ ଅନେକ ଆସନରେ ରାଜନୈତିକ ମାହୋଲ…