ବିଶେଷ ଖବର ପ୍ରଥମେ ସନାତନ, ଏବେ ଉତ୍ତର ଭାରତ: ସହଯୋଗୀ ଡିଏମକେର ବୟାନ ଯୋଗୁଁ କଂଗ୍ରେସ ନିର୍ବାଚନୀ ପରାଜୟର ସମ୍ମୁଖୀନ ହେଉଛି କି? ନୂଆଦିଲ୍ଲୀ: ନିକଟରେ ୫ଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପଛରେ ସହଯୋଗୀ ଡିଏମକେ ନେତାଙ୍କର ହିନ୍ଦୁ ଧର୍ମପ୍ରତି ଅପମାନଜନକ ବୟାନ ଏକ ପ୍ରମୁଖ କାରଣ…