ଆଜିର ଖବର କଟକ, ପୁରୀ, ଭୁବନେଶ୍ବର ଏବଂ ସମ୍ବଲପୁର ପରି ଛଅଟି ଲୋକସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି ଭୁବନେଶ୍ବର: ଆଜି ଓଡିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ବାରା ଏହି ବିଜ୍ଞପ୍ତି ସକାଳୁ ପ୍ରକାଶ ପାଇଛି।…