ନିର୍ବାଚନ ଖବର ଶଙ୍ଖ ଭବନରେ ବିଜେଡି ଡାକିଲା ବରିଷ୍ଠ ନେତାଙ୍କ ଜରୁରୀ ବୈଠକ, କାରଣ କଣ କୁହାଯାଉ ନାହିଁ ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜେଡି ବଡ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ ବର୍ତ୍ତମାନ ଦଳର ପରବର୍ତ୍ତି ରଣନୀତି ନେଇ କର୍ମୀମାନେ ଆଶଙ୍କାରେ ଅଛନ୍ତି। ନବୀନ ବିଭିନ୍ନ ସମୟରେ…