ଜାତୀୟ ଖବର ଆଜି ପାଞ୍ଚୋଟି ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ ଗଣତି, କିପରି ଜାଣିବେ ଫଳାଫଳ ! ନୂଆଦିଲ୍ଲୀ: ଗୋଆ, ମଣିପୁର, ପଞ୍ଜାବ, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶର ବିଧାନସଭା ଭୋଟ ଗଣନା ଗୁରୁବାର ସକାଳେ ଆରମ୍ଭ ହେବ। ଏହି ଭୋଟ୍ ଗଣନା ସକାଳ ୮ଟାରେ ଆରମ୍ଭ…