ବିଶେଷ ଖବର ଦିଲ୍ଲୀ ମେୟର ନିର୍ବାଚନ ପୂର୍ବରୁ ନାମାଙ୍କନ ପ୍ରତ୍ୟାହାର କଲା ବିଜେପି, ନିର୍ବିରୋଧ ନିର୍ବାଚିତ ହେଲେ AAP ପ୍ରାର୍ଥୀ ନୂଆଦିଲ୍ଲୀ: ଏମସିଡି ନିର୍ବାଚନ ପୂର୍ବରୁ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର ହୋଇଛି। ଯାହାପରେ ନିର୍ବିରୋଧ AAP ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ଦ୍ୱିତୀୟ ଥର ପାଇଁ ମେୟର ନିର୍ବାଚନରେ…