ଆଜିର ଖବର ଖୋର୍ଦ୍ଧା ରୋଡ୍ ଏବଂ ବଲାଙ୍ଗୀର ରେଳ ପଥ ପାଇଁ ୮୯୧ କୋଟି, ପଢନ୍ତୁ ଚଳିତ ବଜେଟରେ ଓଡିଶାକୁ ମିଳିଲା କେତେ? ଭୁବନେଶ୍ବର: ଗତକାଲି ଅର୍ଥମନ୍ତ୍ରୀ ନିର୍ମଲା ସିତାରମଣ ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ରେଳ ବଜେଟ୍ରେ ଓଡିଶାକୁ ଗତ ଥର ଅପେକ୍ଷା ଅଧିକ ପ୍ୟାକେଜ୍ ଘୋଷଣା ହୋଇଛି।…