ଆଜିର ଖବର ନିଲମ୍ବିତ ୧୨ ସାଂସଦ କ୍ଷମା ପ୍ରାର୍ଥନା କରନ୍ତୁ, ତା’ପରେ ହେବ ବିଚାର: ସଂସଦୀୟ ବ୍ୟାପାର ମନ୍ତ୍ରୀ ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନର ପ୍ରଥମ ଦିନରେ ଏକ ଅଶାନ୍ତି ଦେଖାଦେଇଥିଲା। ସଂସଦର ମୌସୁମୀ ଅଧିବେଶନରେ ହଟ୍ଟଗୋଳ ସୃଷ୍ଟି ହେତୁ ରାଜ୍ୟସଭାର ୧୨ ଜଣ ସାଂସଦଙ୍କୁ ସମଗ୍ର…