ଆଜିର ଖବର ଭାରତରେ ପ୍ରବେଶ କଲା ପାକିସ୍ତାନୀ ଡ୍ରୋନ୍, ତଳକୁ ଖସାଇଲା ବିଏସ୍ଏଫ୍, ୫ ଟି ନିଶା ସାମଗ୍ରୀ ପ୍ୟାକେଟ୍ ଜବତ ନୂଆଦିଲ୍ଲୀ: ସୀମା ଆରପାର୍ଶ୍ୱରୁ ଭାରତ ବିରୁଦ୍ଧରେ ଏକ ଷଡଯନ୍ତ୍ର ରଚିଛି ପାକିସ୍ତାନ। ବର୍ତ୍ତମାନ ଏକ ପାକିସ୍ତାନୀ ଡ୍ରୋନ୍ ଭାରତ ସୀମାରେ ପ୍ରବେଶ କରିଛି, ଯାହାକୁ ସୀମା ସୁରକ୍ଷା…