ଭୁବନେଶ୍ଵର: ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲିବାକୁ ନେଇ ଏକ ବଡ ଖବର ଆସିଛି। ବର୍ତ୍ତମାନ ଏହି ଶ୍ରେଣୀର ପିଲାଙ୍କ ପାଇଁ ସ୍କୁଲ ଖୋଲିବା ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଛି। ପ୍ରାଥମିକ ସ୍କୁଲର ପିଲାମାନେ ଏବେ ୧୪ ତାରିଖ ବଦଳରେ ୨୮ ତାରିଖରେ ସ୍କୁଲ ଗୃହରେ ପାଠ ପଢିବେ। କିନ୍ତୁ ୧୪ ତାରିଖରୁ ସମସ୍ତ କର୍ମଚାରୀମାନେ ସ୍କୁଲକୁ ଯିବା ପାଇଁ କୁହାଯାଇଛି।
