ଜାତୀୟ ଖବର ନିୟନ୍ତ୍ରଣ ରେଖା ନିକଟରେ ଥିବା ଆତଙ୍କବାଦୀଙ୍କ ଲଞ୍ଚପ୍ୟାଡକୁ ଛାରଖାର କରିଦେଲା ଭାରତ ନୂଆଦିଲ୍ଲୀ: ଭାରତୀୟ ସେନା ଜମ୍ମୁ ଏବଂ କାଶ୍ମୀରରେ ନିୟନ୍ତ୍ରଣ ରେଖା (LoC) ନିକଟରେ ଅବସ୍ଥିତ ଅନେକ ଆତଙ୍କବାଦୀ ଲଞ୍ଚପ୍ୟାଡ୍ ନଷ୍ଟ କରିଛି। ଗତ କିଛି ଦିନ ମଧ୍ୟରେ ପାକିସ୍ତାନ…