ଆଜିର ଖବର ରାଜ୍ୟ ସରକାରଙ୍କ ନିୟମକୁ ଅବମାନନା!: ବହୁ ମାସ ହେଲା ବାଣପୁର ପଞ୍ଚାୟତ ସମିତିର ବୈଠକ ରହିଛି ବନ୍ଦ ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ପଞ୍ଚାୟତ ସମିତିରେ ଦେଖାଦେଇଛି ଚରମ ଅବ୍ୟବସ୍ଥା। ଦୀର୍ଘ ଦଶ ମାସ ଭିତରେ ଗୋଟିଏ ଥର ପାଇଁ ମଧ୍ୟ ପଞ୍ଚାୟତ…