PanchayatElection ପଞ୍ଚାୟତ ନିର୍ବାଚନରେ ନିୟୋଜିତ ଶିକ୍ଷକ କର୍ମଚାରୀମାନଙ୍କୁ କୋଭିଡ଼ ଯୋଦ୍ଧା ଘୋଷଣା କରିବା ଦାବି ଭୁବନେଶ୍ୱର: ଆମ ରାଜ୍ୟରେ ବର୍ତ୍ତମାନ କରୋନା ହୁ ହୁ ହୋଇ ମାଡ଼ିଚାଲିଛି। ଆସନ୍ତା ଫେବୃୟାରୀ ମାସରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନକୁ ସୁପରିଚାଳନା…