ଆଜିର ଖବର ଆଇପିଏଲ୍ ୨୦୨୩: କେକେଆର ପାଇଁ ଲାଗିପାରେ ବଡ ଝଟକା, ଆହତ ହେଲେ ନୀତୀଶ ରାଣା କଲିକତା: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୩ ସିଜନ୍ ଆରମ୍ଭ ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଦଳକୁ ଆଉ ଏକ ବଡ ଝଟକା ଲାଗିଛି। ପିଠିରେ…