ଜାତୀୟ ଖବର ନୁହ ହିଂସା ପରେ ଭାଇରାଲ ହେଉଛି ସଚିନଙ୍କ ପୁରୁଣା ଭିଡିଓ, ଜାଣନ୍ତୁ କ’ଣ କହିଥିଲେ ମାଷ୍ଟର ବ୍ଲାଷ୍ଟର? ନୂଆଦିଲ୍ଲୀ: ନୁହ ହିଂସା ପରେ ହରିୟାଣା ସମେତ ପଶ୍ଚିମ ଉତ୍ତରପ୍ରଦେଶର ପୋଲିସ-ପ୍ରଶାସନ ସତର୍କ ମୋଡରେ ଅଛି। ଏହି ହିଂସା ସମ୍ପର୍କରେ ଦେଶର ବିଭିନ୍ନ ନେତାଙ୍କଠାରୁ ବିବୃତ୍ତି ଆସିଛି।…