ଜାତୀୟ ଖବର ଓଡିଶା ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆଖାଇ ଭେଟ୍, ୪୧ ଲକ୍ଷଙ୍କ ବ୍ୟାଙ୍କ ଖାତାକୁ ଗଲା ୮୬୯ କୋଟି ଟଙ୍କା ଭୁବନେଶ୍ବର: ଆଜି ନୂଆଖାଇ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଟଙ୍କା ପ୍ରଦାନ କରିଛନ୍ତି। ପ୍ରତିଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ଦୁଇ ହଜାରଟଙ୍କା ଲେଖାଏଁ ପଠାଯାଇଛି। ଏହି…