ନୂଆଦିଲ୍ଲୀରୁ ଫେରିଲେ ନବୀନ

Naveen Returns: ପ୍ରାୟ ଏକ ମାସ ଧରି ଦିଲ୍ଲୀରେ ରହିବା ପରେ ଶୁକ୍ରବାର ଦିନ ଭୁବନେଶ୍ବର ଫେରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।…