ନୂଆଦିଲ୍ଲୀ ଘୋଷଣା ଗୃହୀତ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ୧୮-୧୯ ଫେବୃଆରୀରେ ଅନୁଷ୍ଠିତ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଏହି ଅବସରରେ ଏଆଇ ପ୍ରଭାବ ଉପରେ ନୂଆଦିଲ୍ଲୀ ଘୋଷଣା ଗୃହୀତ ହୋଇଛି।…