ନିର୍ବାଚନ ଖବର ନୂଆପଡାରେ ପ୍ରଚାର ନ କରି ଆମେରିକା ପଳାଉଥିଲେ ବିଜେଡି ନେତା, ତୁରନ୍ତ ଆସିବାକୁ ନିର୍ଦ୍ଦେଶ ଦେଲେ ନବୀନ ନୂଆପଡାରେ ପ୍ରଚାର: ବର୍ତ୍ତମାନ ନୂଆପ଼ଡା ଉପନିର୍ବାଚନ ନେଇ ରାଜ୍ୟ ରାଜନୀତି ବେଶ ସରଗରମ। ଏହି ନିର୍ବାଚନ ଶାସକ ବିଜେପି ପାଇଁ ଯେତିକି ଗୁରୁତ୍ବପୂର୍ଣ୍ଣ ବିଜେଡି ପାଇଁ ମଧ୍ୟ…