ଆଞ୍ଚଳିକ ଆସନ୍ତାକାଲି ବାଣପୁରରେ ୧ ହଜାର ୧ ଶହ ଜଣେ ନେବେ ଟୀକା: ନୂଆ କେନ୍ଦ୍ରକୁ ମିଶାଇ ୧୧ ଟି କେନ୍ଦ୍ରରେ ହେଲା ବ୍ୟବସ୍ଥା ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଆସନ୍ତାକାଲି (ସେପ୍ଟେମ୍ବର ୧ ତାରିଖ) ରେ ୧ ହଜାର ୧ ଶହ ଜଣ ନାଗରିକଙ୍କ ପାଇଁ ଟୀକା ବ୍ୟବସ୍ଥା…