ଅପରାଧ ବାଣପୁର ବରବରା ଜଙ୍ଗଲରୁ ଶାଗୁଆନ କାଠ ଚୋରି କରିବାର ନୂଆ ତରିକା: ଗିରଫ ହେଲେ ୩ ଦୁର୍ବୃତ୍ତ ସୀତାରାମ ଅଗ୍ରୱାଲ ବାଣପୁର: ବର୍ତ୍ତମାନ ଜଙ୍ଗଲରୁ କାଠ ଚୋରି କରିବା ନିମନ୍ତେ ଦୁର୍ବୃତ୍ତ ମାନେ ନୂଆ ତରିକା ଆପଣେଇଛନ୍ତି। ଜଙ୍ଗଲର ଗୋଟିଏ ପାର୍ଶ୍ଵରୁ ନିଆଁ ଲଗାଇ ବନକର୍ମଚାରିଙ୍କୁ…