ଅପରାଧ ୨୨୦ ଟି ଥାନାରେ ନିଯୁକ୍ତି ହେବେ ୯୦୫ ଜଣ ପୋଲିସ ଅଧିକାରୀ, ଏହି ପଦବୀକୁ ମୁଖ୍ୟମନ୍ତ୍ରୀ ଦେଲେ ମଂଜୁରୀ ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୦୫ ପୋଲିସ ପଦବୀକୁ ଅନୁମତି ପ୍ରଦାନ କରିଛନ୍ତି। ଏହି ଅଧିକାରୀମାନେ ୨୨୦ ଟି ଥାନାରେ ନିଯୁକ୍ତି ହେବେ। ଏଥିସହିତ ରାଜ୍ୟର…