ଆଜିର ଖବର ପୁଣିଥରେ ବନ୍ଦ ହୋଇପାରେ ଅନ୍ତର୍ଜାତୀୟ ବିମାନ ସେବା, ଅନୁଧ୍ୟାନ କରୁଛି ଡିଜିସିଏ ନୂଆଦିଲ୍ଲୀ: ପୁଣିଥରେ ବିମାନ ସେବା ବାଧା ପ୍ରାପ୍ତ ହେବାର ସମ୍ଭାବନା ସୃଷ୍ଟି ହେଲାଣି। କାରଣ ବିଦେଶରେ ନୂଆ କରୋନା ଭାରିୟାଣ୍ଟ ଗୁରୁତର ଅବସ୍ଥା ସୃଷ୍ଟି କରିବାରେ ଲାଗିଛି।…