ରାଜ୍ୟ ଖବର ତିଆରି ହେବ ଏକ ନୂଆ ଭୁବନେଶ୍ବର, ସିଙ୍ଗାପୁର ସରକାର କରିବେ ଯୋଜନା ପ୍ରସ୍ତୁତ ଭୁବନେଶ୍ବର: ତିଆରି ହେବ ଏକ ନୂଆ ଭୁବନେଶ୍ବର। ରାଜଧାନୀର ପାଖ ଅଞ୍ଚଳକୁ ନେଇ ଏହି ପରିକଳ୍ପନା କରାଯାଇଛି। ପ୍ରାୟ 800 ଏକର ପରିମିତ ସ୍ଥାନରେ ଏହି ନୂଆ…