ଆଜିର ଖବର କାଗଜବିହୀନ ଟିକେଟ ପ୍ରଣାଳୀରେ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ନୂଆ ମାଇଲଖୁଣ୍ଟ ହାସଲ ଭୁବନେଶ୍ଵର: ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ କାଗଜବିହୀନ ଟିକେଟ ପ୍ରଣାଳୀ ଗ୍ରହଣରେ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ କରିଛି ଯାହା ଭାରତୀୟ ରେଳବାଇରେ ଡିଜିଟାଲ୍ ପରିବର୍ତ୍ତନ…