ଆଜିର ଖବର ଦେଶରେ କରୋନା ମୃତ୍ୟୁ ନଅ ହଜାର ଟପିଲା ନୂଆଦିଲ୍ଲୀ : ଦେଶରେ କରୋନା ସଂଖ୍ୟା ହୁହୁ ହୋଇ ବଢି ଚାଲିଛି । ଆଜି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 9 ହଜାର ଟପିଛି ।…