ଆଜିର ଖବର ଅଗଷ୍ଟ ୨୦ରୁ ନୃତ୍ୟଧାମର ଶାସ୍ତ୍ରୀୟ ନୃତ୍ୟ ଉତ୍ସବ, ଅରୁଣା ମହାନ୍ତି ରଞ୍ଜନା ଗୌହର ହେବେ ସମ୍ମାନିତ ଭୁବନେଶ୍ୱର : ସର୍ବଭାରତୀୟ ଓଡିଶାନୃତ୍ୟ ଅନୁଷ୍ଠାନ ନୃତ୍ୟଧାମ ପକ୍ଷରୁ ଜାତୀୟ ସ୍ତରୀୟ ସମସ୍ତ ଲବ୍ଧପ୍ରତିଷ୍ଠିତ ଓଡିଶୀ ନୃତ୍ୟ ଗୁରୁମାନଙ୍କୁ ନେଇ ଆଗାମୀ ଅଗଷ୍ଟ ୨୦ ଓ ୨୨…