ଆଜିର ଖବର ସଡ଼କ, ରେଳ ଏବଂ ସହରାଞ୍ଚଳ ପରିବହନ ପ୍ରକଳ୍ପର ସମୀକ୍ଷା କଲା ଏନପିଜି ନୂଆଦିଲ୍ଲୀ: ଶିଳ୍ପ ଓ ଅନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି)ର ଅତିରିକ୍ତ ସଚିବ ରାଜୀବ ସିଂହ ଠାକୁରଙ୍କ ଅଧ୍ୟକ୍ଷତାରେ ପିଏମ୍ ଗତିଶକ୍ତି ଅଧୀନରେ ନେଟୱର୍କ ପ୍ଲାନିଂ ଗ୍ରୁପ୍…