ଆଜିର ଖବର ନେତାଜୀଙ୍କ ଅବଶେଷ ଭାରତ ଆଣିବା ଉଚିତ୍: ପିତାଙ୍କ ଜନ୍ମ ବାର୍ଷିକୀରେ ନିବେଦନ କଲେ ଝିଅ ନୂଆଦିଲ୍ଲୀ: ଆଜି ଜାନୁୟାରୀ ୨୩ ତାରିଖରେ ଦେଶର ସ୍ୱାଧୀନତା ସଂଗ୍ରାମକୁ ନୂତନ ଶକ୍ତି ପ୍ରଦାନ କରିଥିବା ନତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଉଛି।…