ବିଶେଷ ଖବର ଆସିଲା କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟାର ୟୁଜିସି ତଦନ୍ତ ରିପୋର୍ଟ, ମିଳିଲା ସାଂଘାତିକ ତଥ୍ୟ ଭୁବନେଶ୍ଵର: କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ନେଇ ଆସିଲା ୟୁଜିସି ତଦନ୍ତ ରିପୋର୍ଟ। ଏହି ଘଟଣା ନେଇ ଡ ନାଗେଶ୍ବର ରାଓଙ୍କ ନେତୃତ୍ବରେ ୟୁଜିସର…