ଜାତୀୟ ଖବର କିଟ୍ ରେ ଆଉ କେତେ ଜଣ ନେପାଳୀ ଛାତ୍ରୀ ଆତ୍ମହତ୍ୟା କଲେ ରାଜ୍ୟ ସରକାର ନେବେ କାର୍ଯ୍ୟାନୁଷ୍ଠାନ !! ଭୁବନେଶ୍ବର: ପୁଣି କିଟ୍ ବିଶ୍ବବିଦ୍ୟାଳୟରେ ଜଣେ ନେପାଳୀ ଛାତ୍ରୀ ଆତ୍ନହତ୍ୟା କରିଛନ୍ତି। ଗତକାଲି ରାତିରେ ନେପାଳୀ ଛାତ୍ରୀ ଜଣଙ୍କ ହଷ୍ଟେଲ ରୁମରେ ଆତ୍ମହତ୍ୟା କରିଛନ୍ତି। ଭୁବନେଶ୍ବର କମିଶନରେଟ…