ଆଜିର ଖବର ନବୋଦୟ ବିଦ୍ୟାଳୟରେ ୮୨ ପିଲା କରୋନା ପଜିଟିଭ୍ ଦେହରାଡୁନ୍: ଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲାରୁ ଭୟାନକ ଖବର ଆସିଛି। ନୈନିତାଲ ଜିଲ୍ଲାର ନବୋଦୟ ବିଦ୍ୟାଳୟରେ ୮୨ ଜଣ ଶିଶୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କିଛି ପିଲାଙ୍କ…