ଆଜିର ଖବର ୫୦୦ ଟଙ୍କିଆ ନୋଟ୍ ବନ୍ଦ ପାଇଁ ଚନ୍ଦ୍ରବାବୁ ନାଇଡ଼ୁଙ୍କ ପୁନର୍ବାର ଦାବି ନୂଆଦିଲ୍ଲୀ:ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ପୁଣି ଥରେ ଉଚ୍ଚ ମୂଲ୍ୟର ଟଙ୍କା ନୋଟ୍ ପ୍ରଚଳନ ପ୍ରତ୍ୟାହାର ପାଇଁ ବଳିଷ୍ଠ ଦାବି ଉତ୍ଥାପନ କରିଛନ୍ତି। ବିଶେଷ କରି ୫୦୦…