ଆଜିର ଖବର ଅମରନାଥ ଯାତ୍ରାରେ ସାମିଲ ହେଲେ ନୌସେନା ମୁଖ୍ୟ, ପ୍ରଥମ ସପ୍ତାହରେ ୧ ଲକ୍ଷ ଭକ୍ତଙ୍କ କରିବେ ଦର୍ଶନ ନୂଆଦିଲ୍ଲୀ: ଆଜି ୧୦ ହଜାରରୁ ଅଧିକ ଭକ୍ତଙ୍କ ଏକ ନୂତନ ବ୍ୟାଚ୍ ବାଲଟାଲ ଏବଂ ପହଲଗାମରୁ ଅମରନାଥ ଯାତ୍ରା ଆରମ୍ଭ କରିଛନ୍ତି। ଅଧିକାରୀ କହିଛନ୍ତି ଯେ, ଅମରନାଥଙ୍କ…