ଆଜିର ଖବର ନାମାଙ୍କନ ପତ୍ର ଦାଖଲ କଲେ ନୟାଗଡ କଂଗ୍ରେସ ପ୍ରାର୍ଥୀ ରଣଜିତ୍ ଦାସ ନୟାଗଡ଼ (ସୁଧାକର ମିଶ୍ର): ନୟାଗଡ଼ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ରଣଜିତ୍ ଦାସ। ଏକ ହଜାରରୁ ଊର୍ଦ୍ଧ୍ଵ କର୍ମୀଙ୍କୁ ସାଙ୍ଗରେ ନେଇ…