ଆଜିର ଖବର ପଙ୍କପାଳ ଟିକାକେନ୍ଦ୍ରରେ ସରପଞ୍ଚଙ୍କୁ ଆକ୍ରମଣ ଘଟଣା: ସମାଜସେବୀ ବୋଲାଉଥିବା ମହିଳାଙ୍କୁ ବିଭିନ୍ନ ମହଲରେ ନିନ୍ଦା ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଏକ ଟିକାକେନ୍ଦ୍ରରେ ସରପଞ୍ଚଙ୍କୁ ଆକ୍ରମଣ ଘଟଣା ଏବେ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣାରେ ବିଭିନ୍ନ ମହଲରୁ ନିନ୍ଦାର ସୁଅ…