ଆଜିର ଖବର ସ୍ୱଚ୍ଛଭାବେ ପଞ୍ଜିକରଣ କାର୍ଯ୍ୟ ସଂପନ୍ନ କରିବାକୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଆହ୍ୱାନ ଭୁବନେଶ୍ଵର: ନିବନ୍ଧନ ଅଧିକାରୀମାନେ ଉତ୍ତରଦାୟିତ୍ୱ ସହ ସ୍ୱଚ୍ଛଭାବେ ପଞ୍ଜିକରଣ କାର୍ଯ୍ୟ ସଂପନ୍ନ କରିବାକୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱରଠାରେ ନିବନ୍ଧନ ଅଧିକାରୀଙ୍କ ରାଜ୍ୟସ୍ତରୀୟ…