ଅନ୍ତରାଷ୍ଟ୍ରୀୟ ଆଫଗାନିସ୍ତାନ: ବାଗଲାନ ପ୍ରଦେଶକୁ କାବୁ କଲେ ଅହମ୍ମଦ ମାସୁଦଙ୍କ ସୈନ୍ୟ, ୩୦୦ ରୁ ଅଧିକ ତାଲିବାନୀ ନିହତ କାବୁଲ: ଆଫଗାନିସ୍ତାନର ଏକମାତ୍ର ଅଞ୍ଚଳ ପଞ୍ଜୀଶିର ଏବେ ତାଲିବାନ ନିୟନ୍ତ୍ରଣରେ ନାହିଁ। ବର୍ତ୍ତମାନ ତାଲିବାନ ଆତଙ୍କବାଦୀମାନେ ପଞ୍ଜଶୀର ଆଡକୁ ଯାଉଛନ୍ତି। କାର୍ଯ୍ୟକାରୀ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଏହାକୁ…