ଆଜିର ଖବର ଜ୍ବରରେ ପିଡିତ ହେଲେ ମହାପ୍ରଭୃ, ଆଜିଠାରୁ ଅଲରାନାଥ ଦର୍ଶନ, ଶ୍ରୀମନ୍ଦିରରେ ପଟିଦିଅଁ ପୁରୀ: ଆଜିଠାରୁ ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ପୀଠରେ ମହାପ୍ରଭୁଙ୍କ ଅଣସର ଦର୍ଶନ ଆରମ୍ଭ ହୋଇଛି। ଅଲାରନାଥ ପୀଠରେ ମହାପ୍ରଭୁଙ୍କ ଅଣସର ଦର୍ଶନ ଲାଗି ସକାଳୁ ହଜାର ହଜାର ଶ୍ରଦ୍ଧାଳୁଙ୍କ…