ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା

ପୁରୀ: ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଶୁକ୍ରବାର ଶ୍ରୀକ୍ଷେତ୍ରରେ ଉତ୍ସବମୁଖର ପରିବେଶ ମଧ୍ୟରେ ଶ୍ରୀଜିଉ ଭକ୍ତମାନଙ୍କ ସହ ରଙ୍ଗର ହୋଲି ଖେଳିଛନ୍ତି। ଏଥିନିମନ୍ତେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି…