ଅପରାଧ ପତ୍ନୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ: ୫ଦିନ ପରେ ମାଟି ତଳୁ ମୃତଦେହ ଉଦ୍ଧାର କନ୍ଦର୍ପ ବେହେରା ରେଢାଖୋଲ: ଟିକିଏ ଝଗଡାରୁ ନିଜ ପତ୍ନୀକୁ ପିଟି ପିଟି ହତ୍ୟା ପରେ ଶେଷରେ ଗାତ ଖୋଳି ଶବକୁ ନିକଟସ୍ଥ ଜଙ୍ଗଲରେ ପୋତିଦେବା ଏବଂ ଝାଡା…