ଆଞ୍ଚଳିକ ଗୋଦାବରୀଶ ମହାବିଦ୍ୟାଳୟରେ ଯୌତୁକ ସମସ୍ୟା ଉପରେ ଆଧାରିତ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଓଡ଼ିଶା ସରକାରଙ୍କ ନୂଆ -ଓ, ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ତରଫରୁ ଗୋଦାବରୀଶ ମହାବିଦ୍ୟାଳୟର +୨ ଓ +୩ ସମାଜ ସେବା କାର୍ଯ୍ୟକ୍ରମ…