ଅପରାଧ ଭଦ୍ରକ: ଜନ ଶତାବ୍ଦୀ ଏକ୍ସପ୍ରେସକୁ ପଥର ଫିଙ୍ଗି ଜଣେ ଗିରଫ ଭଦ୍ରକ: ହାୱଡା ଯାଉଥିବା ୧୨୦୭୪ ଜନ ଶତାବ୍ଦୀ ଏକ୍ସପ୍ରେସକୁ ପଥର ଫିଙ୍ଗିବା ଘଟଣାରେ ଭଦ୍ରକ ରେଳ ସୁରକ୍ଷା ବଳ (RPF) ଜଣକୁ ଗିରଫ କରିଛି। ଜୁନ୍ ୨୭…